About Us

Jagruti is an independent Odia weekly e-magazine dedicated to literature, education, culture, creativity, and social awareness. We provide a platform for writers, poets, teachers, students, artists, and readers to share their ideas and creative expressions.

We believe that ideas and creativity can illuminate society. We publish quality content on poetry, stories, essays, education, health, science, culture, interviews, competitions, and contemporary issues.

EDITORIAL BOARD

🔵 Editor: Pratibha Badi (Subarnapur)

🔵 Co-Editor: Manoj Sharma (Jagatsinghpur)

🔵 Founder: Manas Ranjan Behera (Basudevpur, Bhadrak)

🔵 Advisor: Rakesh Kumar Sahoo (Dhenkanal)

🔵 Education & Literature Coordinator: Siprali Ghosh (Mayurbhanj)

🔵 Literary Guide: Jitendra Sahoo (Ganjam)

🔵 Program Coordinator: Ashish Kumar Sahoo (Angul)

🔵 State Coordinator: Jagannath Sahoo (Odagaon, Nayagarh)

DISTRICT COORDINATORS

🟢 Cuttack District Coordinator: Bhawani Shankar Patra

🟢 Dhenkanal District Coordinator: Jyotirmayee Mahalik

🟢 Puri District Coordinator: Abhimanyu Patra

🟢 Sambalpur District Coordinator: Dileep Kumar Pradhan

🟢 Bargarh District Coordinator: Amit Naik

🟢 Keonjhar District Coordinator: Usharani Patra

🟢 Bhadrak District Coordinator: Aditya Narayan Mishra

🟢 Sonepur District Coordinator: Raj Kishore Min

🟢 Jajpur District Coordinator: Sangram Sethi

Sethi

🟢 Jagatsinghpur District Coordinator: Shubhakantha Behera

🟢 Kalahandi District Coordinator: Sourav Mishra

🟢 Kandhamal District Coordinator: Biswajit Mallick

contact us

Jagruti Patrika, 

Kismatkrushnapur,

Basudevpur,

bhadrak,

odisha,756125


(Send your writes to this number of jagruti patrika 8117962157)

In odia ( ଓଡ଼ିଆ ରେ)

ଆମ ବିଷୟରେ ପଦେ

'ଜାଗୃତି' ହେଉଛି ଏକ ସ୍ୱାଧୀନ ଓଡ଼ିଆ ସାପ୍ତାହିକ ଇ-ପତ୍ରିକା, ଯାହା ସାହିତ୍ୟ, ଶିକ୍ଷା, ସଂସ୍କୃତି, ସୃଜନଶୀଳତା ଏବଂ ସାମାଜିକ ସଚେତନତାର ପ୍ରସାର ପାଇଁ ସମର୍ପିତ। ନୂତନ ଓ ପ୍ରତିଷ୍ଠିତ ଲେଖକ, କବି, ଶିକ୍ଷକ, ଛାତ୍ରଛାତ୍ରୀ, କଳାକାର ଏବଂ ପାଠକମାନଙ୍କୁ ଏକ ସୃଜନଶୀଳ ମଞ୍ଚ ପ୍ରଦାନ କରିବା ଆମର ପ୍ରମୁଖ ଉଦ୍ଦେଶ୍ୟ।

ଆମେ ବିଶ୍ୱାସ କରୁଛୁ ଯେ, ଚିନ୍ତାଧାରା ଓ ସୃଜନଶୀଳତା ସମାଜକୁ ଆଲୋକିତ କରିପାରେ। ସେଥିପାଇଁ କବିତା, ଗଳ୍ପ, ପ୍ରବନ୍ଧ, ଶିକ୍ଷାମୂଳକ ଲେଖା, ସ୍ୱାସ୍ଥ୍ୟ, ବିଜ୍ଞାନ, ସଂସ୍କୃତି, ସାକ୍ଷାତ୍କାର, ପ୍ରତିଯୋଗିତା ଏବଂ ସମସାମୟିକ ବିଷୟ ଉପରେ ଗୁଣାତ୍ମକ ଲେଖା ପ୍ରକାଶ କରୁଛୁ।

ସମ୍ପାଦକୀୟ ମଣ୍ଡଳି 

🔵ସମ୍ପାଦିକା:- ପ୍ରତିଭା ବାଦି (ସୋନପୁର)

🔵ସହ ସଂପାଦକ:- ମନୋଜ ଶର୍ମା ( ଜଗତସିଂହପୁର)

🔵ପ୍ରତିଷ୍ଠାତା:- ମାନସ ରଞ୍ଜନ ବେହେରା(ବାସୁଦେବପୁର, ଭଦ୍ରକ)

🔵ଉପଦେଷ୍ଟା:- ରାକେଶ କୁମାର ସାହୁ (ଢେଙ୍କାନାଳ)

🔵ଶିକ୍ଷା ଓ ସାହିତ୍ୟ ସଂଯୋଜିକା:- ସିପ୍ରାଲି ଘୋଷ(ମୟୁରଭଞ୍ଜ)

🔵ସାହିତ୍ୟ ମାର୍ଗଦର୍ଶକ:- ଜିତେନ୍ଦ୍ର ସାହୁ(ଗଞ୍ଜାମ)

🔵କାର୍ଯ୍ୟକ୍ରମ ସଂଯୋଜକ:- ଆଶିଷ କୁମାର ସାହୁ(ଅନୁଗୁଳ)

🔵ରାଜ୍ୟ ସଂଯୋଜକ - ଜଗନ୍ନାଥ ସାହୁ (ଓଡ଼ଗାଁ, ନୟାଗଡ଼)

ଜିଲ୍ଲା ସଂଯୋଜକଗଣ

🟢କଟକ ଜିଲ୍ଲା ସଂଯୋଜକ - ଭବାନୀ ଶଙ୍କର ପାତ୍ର

🟢ଢେଙ୍କାନାଳ ଜିଲ୍ଲା ସଂଯୋଜକ - ଜ୍ୟୋତିର୍ମୟୀ ମହାଲିକ

🟢ପୁରୀ ଜିଲ୍ଲା ସଂଯୋଜକ - ଅଭିମନ୍ୟୁ ପାତ୍ର

🟢ସମ୍ବଲପୁର ଜିଲ୍ଲା ସଂଯୋଜକ - ଦିଲ୍ଲୀପ କୁମାର ପ୍ରଧାନ

🟢ବରଗଡ଼ ଜିଲ୍ଲା ସଂଯୋଜକ - ଅମିତ ନାଏକ

🟢କେନ୍ଦୁଝର ଜିଲ୍ଲା ସଂଯୋଜକ - ଉଷାରାଣୀ ପାତ୍ର

🟢ଭଦ୍ରକ ଜିଲ୍ଲା ସଂଯୋଜକ - ଆଦିତ୍ୟ ନାରାୟଣ ମିଶ୍ର

🟢ସୋନପୁର ଜିଲ୍ଲା ସଂଯୋଜକ - ରାଜ କିଶୋର ମିନ

🟢ଯାଜପୁର ଜିଲ୍ଲା ସଂଯୋଜକ - ସଂଗ୍ରାମ ସେଠୀ

🟢ଜଗତସିଂହପୁର ଜିଲ୍ଲା ସଂଯୋଜକ - ଶୁଭକାନ୍ତ ବେହେରା

🟢କଳାହାଣ୍ଡି ଜିଲ୍ଲା ସଂଯୋଜକ - ସୌରଭ ମିଶ୍ର

🟢କନ୍ଧମାଳ ଜିଲ୍ଲା ସଂଯୋଜକ - ବିଶ୍ୱଜିତ ମଲ୍ଲିକ

ଆମର ଲକ୍ଷ୍ୟ


* ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର।

* ନବୀନ ଲେଖକ ଓ ସୃଜନଶୀଳ ପ୍ରତିଭାଙ୍କୁ ଉତ୍ସାହିତ କରିବା।

* ଶିକ୍ଷା, ଜ୍ଞାନ ଓ ସାମାଜିକ ସଚେତନତା ବୃଦ୍ଧି କରିବା।

* ସକାରାତ୍ମକ ଚିନ୍ତାଧାରା ଓ ସୃଜନଶୀଳ ସମାଜ ଗଠନରେ ସହଯୋଗ କରିବା।


ଆମର ଦୃଷ୍ଟିକୋଣ

ଓଡ଼ିଆ ଭାଷାରେ ଏକ ବିଶ୍ୱସନୀୟ, ଗୁଣାତ୍ମକ ଏବଂ ସର୍ବଜନପ୍ରିୟ ଡିଜିଟାଲ ପତ୍ରିକା ଭାବେ ପ୍ରତିଷ୍ଠିତ ହେବା, ଯାହା ଜ୍ଞାନ, ସୃଜନଶୀଳତା ଓ ସଚେତନତାର ଆଲୋକକୁ ପ୍ରତ୍ୟେକ ପାଠକଙ୍କ ନିକଟରେ ପହଞ୍ଚାଇବ।

ଆମେ କ'ଣ ପ୍ରକାଶ କରୁ?

* ସମ୍ପାଦକୀୟ

* କବିତା

* ଗଳ୍ପ

* ପ୍ରବନ୍ଧ

* ଶିକ୍ଷାମୂଳକ ଲେଖା

* ବିଜ୍ଞାନ ଓ ପ୍ରଯୁକ୍ତି

* ସ୍ୱାସ୍ଥ୍ୟ ଓ ଜୀବନଶୈଳୀ

* ସଂସ୍କୃତି ଓ କଳା

* ପ୍ରତିଯୋଗିତା ଏବଂ ବିଶେଷାଙ୍କ

*ଫୋଟୋଗ୍ରାଫି 


ଆପଣଙ୍କୁ ସ୍ୱାଗତ

ଆପଣ ଯଦି ଲେଖିବାକୁ ଭଲ ପାଆନ୍ତି, ତେବେ 'ଜାଗୃତି' ଆପଣଙ୍କ ପାଇଁ ଏକ ଖୋଲା ମଞ୍ଚ। ଆସନ୍ତୁ, ଆମ ସହ ଯୋଗଦେଇ ଜ୍ଞାନ, ସାହିତ୍ୟ ଓ ସୃଜନଶୀଳତାର ଏହି ଯାତ୍ରାକୁ ଆହୁରି ସମୃଦ୍ଧ କରିବା।



'ଜାଗୃତି'


Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!