ଲେଖକ ପରିଚୟ:
ମୁଁ ଶୁଭକାନ୍ତ ବେହେରା। ମୋର ଜନ୍ମ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ। ବର୍ତ୍ତମାନ ମୁଁ +୩ ଶ୍ରେଣୀର ଜଣେ ଛାତ୍ର। ବିଦ୍ୟାଳୟ ଜୀବନରୁ ହିଁ ସାହିତ୍ୟ ପ୍ରତି ମୋର ଗଭୀର ଆଗ୍ରହ ରହିଆସିଛି। କବିତା, ଗଳ୍ପ ଓ ପ୍ରବନ୍ଧ ରଚନା କରିବାକୁ ମୁଁ ବେଶ୍ ଭଲପାଏ। ସମାଜରେ ସକାରାତ୍ମକ ଚେତନା ଓ ମାନବୀୟ ମୂଲ୍ୟବୋଧର ପ୍ରସାର କରିବା ହେଉଛି ମୋର ଲେଖନୀର ମୂଳ ଉଦ୍ଦେଶ୍ୟ।
ଠିକଣା:
ଗ୍ରାମ – ବାଲିଗାଁ, ପୋଷ୍ଟ – କୋରୁଅ, ବ୍ଲକ- ନାଉଗାଁ,ଜିଲ୍ଲା – ଜଗତସିଂହପୁର, ଓଡ଼ିଶା – 754113
ଇ-ମେଲ୍: subhakantabehera820@gmail.com
ସୋସିଆଲ ମିଡିଆ:
(ଉପରୋକ୍ତ ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଲେଖକଙ୍କର , କିଛି ଅସୁବିଧା ହେଲେ ଜାଗୃତି ପତ୍ରିକା ଦାୟୀ ରହିବ ନାହିଁ)


