ଲଡୁ ବାବା ହେ ଗଜାନନ୍ କବି - ଆଶିଷ ଡାଙ୍ଗ

ଲଡୁବାବା ହେ ଗଜାନନ୍

ଭୁଦ୍ ମାସ୍ ଉଜଲ୍ ପକ୍ଷେଁ ପର୍'ଭୁ
  ଜନମ୍ ଆଏ ତୁମର୍,
ଲଡ଼ୁବାବା ହେ ଦେବ୍ ଜ୍ଞାନ୍ ପୂଜାରୀ
  ବୁଆ ଆଏତ୍ ଆମର୍।।

ବୁଦ୍ଧିର୍ ଜ୍ଞାନ୍ ଦେସ୍ ଭକତ୍ ଭାବି
  ତମ୍'କୁ କର୍'ସୁ ପୂଜା,
ଦୁନିଆଁର୍ ଆଏଁ ଗନ୍'ପତି ରଜା
  ଆମେ ତୁମର୍ ପର୍'ଜା।।

ବୁଆ ଭାଏ ଆଘେ ତୁମେ ଜିତିଗଲ
  ବା ଚରନ୍ ତଳେବୁଲି,
ବୁଆ ପୁଏ ଲେଢେଇ ଦୁନିଆଁ ଜାନେ
  ହାତୀ ମୁଡ୍ ଗୁଟେ ଜୁଲି।।

ପାଠ ଦେସତ୍ ପିଲାଛୁଆ ମାନ୍'କୁ
  କରୁଥିସନ୍ ପରେ ପୂଜା,
ତିନି ଲୁକେଁ ହେ ତୁମର୍ ଲଡ଼ୁବାବା
  ମାହାପୁରୁ ଉଡେ ଧ୍ଵଜା।।

ଦିଏଁ ବାବା ଗନ୍'ପତି ଗଜାନନ୍
  ବିଦ୍ୟାର୍ ଜ୍ଞାନ୍ ଭଣ୍ଡାର୍,
ଶିବ୍ ଶଙ୍କର୍ ପୁଏ ହେ ଗନ୍'ପତି
  ଶିକ୍ଷାର୍ ଭବ୍ ସାଗର୍।।

ଚାରିକୁତି ତୁମର୍ ସାରା ଜଗତେ
  ଉଡ଼େ କିର୍'ତୀ ବାଆନା,
ଭକତ୍ ଗାଏସି ପୁରାନ୍ ପୋଥିକ୍
  ଭାବର୍ ଭଜନ୍ ଗାନା।।

ଶିକ୍ଷାର୍ ଆଲୋକର୍ ଦେଖାଅ ବାଟ୍
  ଦିଅ ବାରେ ଦିବ୍ୟଜ୍ଞାନ୍,
ଭୁଦ୍ ମାସର୍ ଉଜଲ୍ ପକ୍ଷେଁ ପର୍'ଭୁ
  ଜନମ୍ ହେ ଗଜାନନ୍।।

ଜନମ୍ ହେ ଗଜାନନ୍...
ଜନମ୍ ହେ ଗଜାନନ୍...

ନାମ – ଆଶିଷ ଡାଙ୍ଗ
ଜିଲ୍ଲା – ବୌଦ୍ଧ

Post a Comment

0 Comments
* Please Don't Spam Here. All the Comments are Reviewed by Admin.

#buttons=(Ok, Go it!) #days=(20)

Our website uses cookies to enhance your experience. Learn More
Ok, Go it!