ପ୍ରିୟ କବି, ଲେଖକ ଓ ସାହିତ୍ୟପ୍ରେମୀ ବନ୍ଧୁଗଣ, 🙏
ନିଜ ପ୍ରତିଭାକୁ ମଞ୍ଚ ଦେବା, ନୂଆ ସାହିତ୍ୟିକ ବନ୍ଧୁତ୍ୱ ଗଢ଼ିବା ଏବଂ ସୃଜନଶୀଳତାର ଆନନ୍ଦ ବାଣ୍ଟିବା ପାଇଁ ଆସନ୍ତୁ ଜାଗୃତି ପତ୍ରିକାର ଏହି ନିଆରା ସାହିତ୍ୟିକ ଆୟୋଜନରେ ଯୋଗ ଦେବା।
ପଞ୍ଜୀକରଣ ଲିଙ୍କ୍⬇️
💰 ପଞ୍ଜୀକରଣ ଶୁଳ୍କ
🎤 ଅଂଶଗ୍ରହଣକାରୀ :-₹249
ଆପଣଙ୍କ ପାଇଁ ରହିଛି:
✅ ନିଜ କବିତା, ଗଳ୍ପ ବା ସୃଜନଶୀଳ ରଚନା ପରିବେଷଣର ସୁଯୋଗ
✅ ଅଂଶଗ୍ରହଣ ପ୍ରମାଣପତ୍ର
✅ କାର୍ଯ୍ୟକ୍ରମର ଫଟୋଗ୍ରାଫି ଓ ଭିଡିଓ କଭରେଜ୍
✅ ସୋସିଆଲ୍ ମିଡିଆରେ କାର୍ଯ୍ୟକ୍ରମର କଭରେଜ୍
✅ ମଧ୍ୟାହ୍ନ ଭୋଜନ( lunch)
✅ ରିଫ୍ରେସମେଣ୍ଟ ଓ ପାନୀୟ
✅ ଏକ ସ୍ୱତନ୍ତ୍ର ଉପହାର 🎁
✅ ଅନ୍ୟ କବି ଓ ଲେଖକଙ୍କ ସହ ଭାବ ବିନିମୟ ଓ ସାହିତ୍ୟିକ ପରିଚୟ ବୃଦ୍ଧିର ସୁଯୋଗ
🪑 ଦର୍ଶକ :- ₹149
ଦର୍ଶକମାନଙ୍କ ପାଇଁ ରହିଛି:
✅ କବି ଓ ଲେଖକଙ୍କ ଆକର୍ଷଣୀୟ ପରିବେଷଣ ଉପଭୋଗ କରିବାର ସୁଯୋଗ
✅ ସାହିତ୍ୟିକ ଆଲୋଚନା ଓ ଭାବ ବିନିମୟ
✅ ମଧ୍ୟାହ୍ନ ଭୋଜନ (lunch)
✅ ରିଫ୍ରେସମେଣ୍ଟ ଓ ପାନୀୟ
✅ କାର୍ଯ୍ୟକ୍ରମର ସାହିତ୍ୟିକ ପରିବେଶର ଅଂଶ ହେବାର ସୁଯୋଗ
📖 ଜାଗୃତି ପତ୍ରିକାର ପ୍ରତି ପାଇଁ ଅତିରିକ୍ତ ₹100
⬇️Phone pe number 7894102605 (Jagannath Sahoo)
ଆଗ୍ରହୀ ଅଂଶଗ୍ରହଣକାରୀ ଓ ଦର୍ଶକମାନେ ପଞ୍ଜୀକରଣ ସମୟରେ ପତ୍ରିକାର ପ୍ରତି ପାଇଁ ଅତିରିକ୍ତ ₹100 ଦେଇପାରିବେ।
📍 ସ୍ଥାନ: Outcast studio, Bhubaneswar
📅 ତାରିଖ ଓ ସମୟ: 20 December 2026 (Sunday)
📩 ପଞ୍ଜୀକରଣ ପାଇଁ ଏହି Link କୁ ଭରନ୍ତୁ ( payment କରିସାରିବା ପରେ।
ଯୋଗାଯୋଗ କରନ୍ତୁ।
Ph -
Pratibha Badi : 8456040880
ଏହା କେବଳ ଏକ ମଞ୍ଚ ନୁହେଁ; ଏହା ଆପଣଙ୍କ ସୃଜନଶୀଳତା, ପରିଚୟ ଓ ସାହିତ୍ୟିକ ସମ୍ପର୍କର ଏକ ନୂଆ ଆରମ୍ଭ।
ଆସନ୍ତୁ, ଶବ୍ଦକୁ ସ୍ୱର ଦେବା, ପ୍ରତିଭାକୁ ସମ୍ମାନ ଦେବା ଏବଂ ସାହିତ୍ୟର ଏକ ସୁନ୍ଦର ଉତ୍ସବ ଗଢ଼ିବା
ଜାଗୃତି ପତ୍ରିକା


